ବର୍ଣାତ୍ମକ୍‌ ଆରୁ ଅକ୍ଷରାତ୍ମକ୍‌ ଲେଖା

ଓଡ଼ିଆ ସାହିତ୍ୟ

ବର୍ଣାତ୍ମକ୍‌ ଆରୁ ଅକ୍ଷରାତ୍ମକ୍‌ ଲେଖା
*ଅକ୍ଷରାତ୍ମକ୍‌* ( syllabic ): ଖଡ଼୍ଗ ମୁଦ୍ଗର ଉଦ୍ଗିରଣ ଫଲ୍ଗୁ ଉଦ୍ଘାଟନ କୁଜ୍ଝଟିକା ଉଡ୍ଡୟନ ତୀକ୍ଷ୍ଣ ରୁଗ୍ଣ ଅଶ୍ବତ୍ଥ ଉତ୍ଥାନ ଦୁଗ୍ଧ ଲବ୍ଧ ପ୍ରଗଳ୍ଭ ନକ୍ସା ଅଭୀପ୍ସା ଉଦ୍ଭିଦ ଡକ୍ଟର୍‌ ଡାନ୍ସର୍‌ ବିଲ୍ଡର୍‌ ଅଙ୍କ ଶଙ୍ଖ ଅଙ୍ଗ ସଙ୍ଘ ଘଞ୍ଚ ପିଞ୍ଛ ସଞ୍ଜ ବାଞ୍ଝ କଣ୍ଟ କଣ୍ଠ ଗଣ୍ଡ ଷଣ୍ଢ କାନ୍ତ କାନ୍ଥ କାନ୍ଦ କାନ୍ଧ କମ୍ପ ବାମ୍ଫ ଆମ୍ବ ଦମ୍ଭ *ବର୍ଣାତ୍ମକ୍‌* ( alphabetic ) : ଖଡ଼୍‌ଗ ମୁଦ୍‌ଗର ଉଦ୍‌ଗିରଣ ଫଲ୍‌ଗୁ ଉଦ୍‌ଘାଟନ କୁଜ୍‌ଝଟିକା ଉଡ୍‌ଡୟନ ତୀକ୍ଷ୍‌ଣ ରୁଗ୍‌ଣ ଅଶ୍ବତ୍‌ଥ ଉତ୍‌ଥାନ ଦୁଗ୍‌ଧ ଲବ୍‌ଧ ପ୍ରଗଳ୍‌ଭ ନକ୍‌ସା ଅଭୀପ୍‌ସା ଉଦ୍‌ଭିଦ ଡକ୍‌ଟର୍‌ ଡାନ୍‌ସର୍‌ ବିଲ୍‌ଡର୍‌ -------- ଅଂକ ଶଂଖ ଅଂଗ ସଂଘ ଘଂଚ ପିଂଛ ସଂଜ ବାଂଝ କଂଟ କଂଠ ଗଂଡ ଷଂଢ କାଂତ କାଂଥ କାଂଦ କାଂଧ କଂପ ବାଂଫ ଆଂବ ଦଂଭ *ଓଡ଼ିଆ ଲିପି ସଂଯୋଜନ ପଦ୍ଧତିରେ ଉଭୟ ପ୍ରକାର ଲିଖନ ଅଂତର୍ଗଠିତ ହୋଇ ରହିଛି। ଏଣୁ ଏହି ପ୍ରସଂଗରେ ଅଧିକ ମତାଶ୍ରୟୀ ଚର୍ଚା, ସଂଭବତଃ ଏବେ ଅନାବଶ୍ୟକ। *

What's Your Reaction?

like

dislike

love

funny

angry

sad

wow